Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମ୍ୟାଟ୍ରିକ ପରୀକ୍ଷାରେ ତରଭା ବ୍ଲକ ଟପ୍ପର

ଅନୁରାଗ ପାଣିଗ୍ରାହୀ, ମେଣ୍ଡା ସରକାରୀ ହାଇସ୍କୁଲରେ ୫୬୦(୯୩.୩୩%) ମାର୍କ ରଖିଛନ୍ତି।
ତାଙ୍କ ପିତା ଧୀରେନ ପାଣିଗ୍ରାହୀ ଜଣେ ବ୍ୟବସାୟୀ। ମାତା କିରଣ ପାଣିଗ୍ରାହୀ ଜଣେ ଗୃହିଣୀ।
ସେ କହିଛନ୍ତି ବିଦ୍ୟାଳୟ ଓ କୋଚିଂ ବାହାରେ ୨/୩ଘଣ୍ଟା ପଢ଼ୁଥିଲି, ପ୍ରତିଦିନ ଯୋଗଭ୍ୟାସ କରୁଛି।
ସଫଳତାର ଶ୍ରେୟ ପିତା,ମାତା, ଶିକ୍ଷକ ଶିକ୍ଷୟିତ୍ରୀ ଓ ସାଙ୍ଗ ମାନଙ୍କୁ ଦେଇଛନ୍ତି।
ଜୀବନରେ ସିଭିଲ ସର୍ଭିସ ଚାକିରୀ କରିବାବକୁ ଇଛା ରଖିଛନ୍ତି।