Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦିଲ୍ଲୀ ରେ ରେଙ୍ଗାଲି ସରପଞ୍ଚ ସମ୍ମାନିତ

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ସରପଞ୍ଚ ଦିଲ୍ଲୀ ରେ ସମ୍ମାନିତ ହୋଇଛନ୍ତି। ନୂଆ ଦିଲ୍ଲୀ ସ୍ଥିତ ଡ଼.ଭୀମ ରାଓ ଆମ୍ବେଦକର ଅନୁଷ୍ଠାନ ପକ୍ଷରୁ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ପଞ୍ଚାୟତର ସରପଞ୍ଚ ଚିତ୍ତରଞ୍ଜନ ବାଗ ଙ୍କୁ ରାଷ୍ଟ୍ରୀୟ ଗୌରବ ସମ୍ମାନ ରେ ସମ୍ମନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ପ୍ରୀତି ମୋହନ ସାମନ୍ତରାୟ, ଯେ ଏନ ୟୁ ର ଆସିଟଣ୍ଟ ପ୍ରଫେସର ପ୍ରଦୀପ କୁମାର ଚୌଧୁରୀ, ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ଗୋପବନ୍ଧୁ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ସମ୍ମାନ ସମସ୍ତ ରେଙ୍ଗାଲି ବାସୀଙ୍କ ବୋଲି ସରପଞ୍ଚ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ