Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେଙ୍ଗାଲି ରେ ତାରିଣୀ ମନ୍ଦିର ପ୍ରତିଷ୍ଠା

ସମ୍ବଲପୁର: ରେଙ୍ଗାଲି ପୁରୁଣାବସ୍ତି ରେ ତାରିଣୀ ମନ୍ଦିର ପ୍ରତିଷ୍ଠା ଉତ୍ସଵ ଅନୁଷ୍ଠିତ ହୋଇଛି। ।ଶୁକ୍ରବାର ଦିନ କଳସ ଯାତ୍ର ଅନୁଷ୍ଠିତ ହୋଇଥିଲା। ଶନିବାର ଦିନ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଓ ମା ଙ୍କ ମନ୍ଦିର ପ୍ରବେଶ ଅନୁଷ୍ଠିତ ହୋଇଥିଲା। ବୈଦିକ ରୀତି ନୀତି ଅନୁସାରେ ହୋମଯଜ୍ଞ ରେ ପ୍ରତିଷ୍ଠା ଅନୁଷ୍ଠିତ ହୋଇଥିଲା। ହଜାର ହଜାର ସଂଖ୍ୟାରେ ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଭକ୍ତ ଆସି ପୂଜାର୍ଚ୍ଚନା କରିବା ସହ ମା ଙ୍କ ଆଶୀର୍ବାଦ ନେଇ ପ୍ରସାଦ ସେବନ କରିଥିଲେ। ଏହି ପ୍ରତିଷ୍ଠା ଉତ୍ସଵ ରେ ମୁଖ୍ୟ ପୂଜକ ଭାବରେ ବାଲେଶ୍ଵର ର ଉମେଶ ମିଶ୍ର @ ଖଙ୍ଗା ନନା ଏବଂ ତାଙ୍କ ପଣ୍ଡିତ ଦଳ ଆସି ପୂଜା କରିଥିଲେ। ଡ଼. ସଚ୍ଚିଦାନନ୍ଦ ମହାନ୍ତି ଓ ତାଙ୍କ ପତ୍ନୀ ରୋଜି ମହାନ୍ତି ମୁଖ୍ୟ କର୍ତା ହୋଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ