Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ନୂତନ ହିତାଧିକାରୀ ଙ୍କୁ ଭତ୍ତା ବଣ୍ଟନ

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଭାଗୁହ ଠାରେ ଶୁକ୍ରବାର ନୂତନ ହିତାଧିକାରୀ ମାନଙ୍କୁ ଭତ୍ତା ବଣ୍ଟନ କରାଯାଇଛି।ଏହି ଅବସରରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ,ସମ୍ମାନିତ ଅତିଥି ଭାବେ ବ୍ଲକ ଅଧକ୍ଷ୍ୟା କୁନି ସାହୁ,ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା,, ବିଡିଓ ସୂଚରିତା ମୁଗ୍ରୀ ପ୍ରମୁଖ ଯୋଗ ଦେଇ ମଧୁବାବୁ ପେନସନ ଯୋଜନାର ଗଜବାହାଲ,ପୌରକେଲା, ରିଷିଡା ,କର୍ଲାମୁଣ୍ଡା,ତେରେସିଙ୍ଗା, ସଁ.ମାଲପଡା, ରିଂଜା, ରାଜପୁର ପଂଚାୟତ ର ୧୪୦ ଜଣ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରିଥିଲେ। ତେବେ କ ର୍ଲା ମୁଣ୍ଡା ପଞ୍ଚାୟତ ସମିତି ପତ୍ର ସଂଖ୍ୟା ୧୫୧୨ ତାରିଖ ୧୩/୬/୨୦୨୩ ରେ ଗଜବାହାଲ ,ରିଷିଡା,ପୌରକେଲା ପଞ୍ଚାୟତ ର ହିତାଧିକାରୀ ଙ୍କୁ ରିଷିଡା ପଞ୍ଚାୟତ ରେ, କର୍ଲାମୁଣ୍ଡା, ରାଜପୁର, ତେରେସିଙ୍ଗା, ରିଂଜା, ସଁ.ମାଲପଡା ପଞ୍ଚାୟତ ର ହିତାଧିକାରୀ ଙ୍କୁ ବ୍ଲକ କାର୍ଯଳୟ ରେ ଓ ଜୋରା ଡବରା, ବୋରାପଦର, ସପଲହରା, ରେଗଡା ପଞ୍ଚାୟତ ର ହିତାଧିକାରୀ ଙ୍କୁଶନିବାର ଜୋରାଡବରା ପଂଚାୟତ ଠାରେ ପେନସନ ବଣ୍ଟନ କରାଯିବାକୁ ସମିତି ପକ୍ଷରୁ ଚିଠି ହୋଇଥିଲେ ହେଁ ପ୍ରବଳ ଗରମରେ ଶୁକ୍ରବାର ଆଠ ଟି ପଂଚାୟତ ର ହିତାଧିକାରୀ ଙ୍କୁ ବ୍ଳକ ରେ ପେନସନ ବଣ୍ଟନ କରାଯାଇଥିଲା ।।,କାର୍ଯ୍ୟକ୍ରମ ରେ ବିଏସେଏସଓ ସସ୍ମିତା ପଟେଲ ଆୟୋଜନ କରିଥିଲ