Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନାବାଳକ ର ଆକ୍ରମଣ ରେ ଦୁଇ ଯୁବକ ଆହତ

ସମ୍ବଲପୁର: ଠେଲକୋଲୋଇ ଥାନା ଅନ୍ତର୍ଗତ ଗୁମକାରମା ଗ୍ରାମ ରେ ଆଜି ମଧ୍ୟାହ୍ନ ରେ ଗ୍ରାମ ଜନୈକ ୧୩ ବର୍ଷ ବୟସ ର ନାବାଳକ ଟାଙ୍ଗିଆ ରେ ଦୁଇ ଜଣ ଯୁବକ ଙ୍କୁ ଆକ୍ରମଣ କରିଥିଲା ଫଳ ରେ ପିଣ୍ଟୁ ଜୟପୁରିଆ ଏବଂ ମଣ୍ଟୁ ଜୟପୁରିଆ ନାମକ ଦୁଇ ଜଣ ଯୁବକ ଆହତ ହୋଇ ବୁର୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ପୁଳିସ ସୁତ୍ର ରୁ ପ୍ରାପ୍ତ ସୂଚନାରୁ ଜଣାପଡିଛି। ସାମାନ୍ଯ କଥାକୁ ନେଇ ଦୁଇ ପରିବାର ମଧ୍ଯ ରେ ଯୁକ୍ତିତର୍କ ରୁ ଏଭଲି ଘଟଣା ଘଟିଥିବାର କୁହାଯାଉଛି । ଆକ୍ରମଣକାରୀ ନାବାଳକ କୁ ପୁଲିସ କାବୁ କରି କିଶୋର ନ୍ୟାୟାଳୟ ବୋର୍ଡ ରେ ହାଜର କରାଯାଇଥିବାର ଜଣାପଡିଛି। ଆହତ ଦ୍ବୟଙ୍କ ହାତ ଓ ମୁଣ୍ଡ ରେ ଆଘାତ ଲାଗିଥିବାର

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ