Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲଡୁଗାଁ ମାରୱ।ଡି ଯୁବାମଞ୍ଚ ପକ୍ଷରୁ ବବି ଦାସ ଙ୍କ ଜନ୍ମ ଦିବସ ଅବସର ରେ ଛତା ଓ ଫଳ ବଣ୍ଟନ।

କୋକସରା:୨୮/୦୬ ଆଜି ହେଉଛି ବିଜୁ ଜନତା ଦଳ ସାଙ୍ଗଠାନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି ଭାଇ) ଙ୍କ ଜନ୍ମ ଦିବସ ।ଏହି ଦିବସ କୁ ସ୍ମରଣୀୟ କରିବା ପାଇଁ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ମାରୱ।ଡି ଯୁବାମଞ୍ଚ ଶାଖା ପକ୍ଷରୁ ଲଡୁଗାଁ ଆଶ୍ରମ ରେ ଅସହାୟ ଗରିବ ଶ୍ରେଣୀର ମହିଳା ଙ୍କୁ ଛତା ବଣ୍ଟନ କରିଥିବା ବେଳେ ସୁନାମାଲ ଆଙ୍ଗନୱାଡି କେନ୍ଦ୍ର ରେ ମହିଳା ଓ ଶିଶୁ ଙ୍କୁ ଫଳ ବଣ୍ଟନ କରିବା ପରେ କୋକସରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଆସି ଚିକିତ୍ସିତ ରୋଗୀ ଙ୍କୁ ମଧ୍ୟ ଫଳ ବଣ୍ଟନ କରିଥିଲେ। ଏହି ଅବସର ରେ ମାରୱ।ଡି ଯୁବାମଞ୍ଚ ଲଡୁଗାଁ ର ସଭାପତି ପଙ୍କଜ ଅଗ୍ରୱାଲ,ସମ୍ପାଦକ ରୋନକ ଅଗ୍ରୱାଲ,ଶ୍ରୀକାନ୍ତ ଶର୍ମା, ଗୌତମ ଅଗ୍ରୱାଲ,ପ୍ରିନ୍ସ ଅଗ୍ରୱାଲ, ବିକ୍କି ଅଗ୍ରୱାଲ, ଗଣେଶ ଅଗ୍ରୱାଲ, ସଞ୍ଜୟ ସିଙ୍ଘ ଲ,ବିବେକ ତାୟଲ, କେଶବ ଗୋୟଲ, ବିକାଶ ଅଗ୍ରୱାଲ ଙ୍କ ମିଳିତ ସହଯୋଗରେ କୋକସରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ର ଡାକ୍ତର ତତ୍ୱଦର୍ଶୀ ଦାସ ସମେତ ଡାକ୍ତରଖାନା ର କର୍ମଚାରୀ ମାନେ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ