Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୂଆଁ ରମ୍ପେଲା ରେ ଗୁରୁପୂର୍ଣିମା ପାଳନ

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ନୂଆଁ ରମ୍ପେଲା ଗ୍ରାମରେ ଗୁରୁ ପୂର୍ଣ୍ଣିମା ପାଳନ କରାଯାଇଛି। ସୋମବାର ଦିନ ଗ୍ରାମର ଜଗନ୍ନାଥ ମନ୍ଦିର ରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ବତୀ ଙ୍କ ଫୋଟୋ ଚିତ୍ର ରେ ପୁଷ୍ପମାଲ୍ୟ ଓ ଦୀପ ପ୍ରଜ୍ବଳନ କରି ପୂଜା କରାଯାଇ ଗୁରୁ ପୂର୍ଣ୍ଣିମା ପାଳନ କରାଯାଇଥିଲା। ଏହି ଅବସରରେ ବିନୋଦ ନନ୍ଦ, ଅଶୋକ ଗୁରୁ, ସୁବାଷ ମିଶ୍ର, ପ୍ରଶାନ୍ତ ପଣ୍ଡା, ଅଶୋକ ସାହୁ, ବାବୁଲାଲ ଅଗ୍ରୱାଲ, ରମେଶ ଅଗ୍ରୱାଲ, ଜୟତରଥ ବିଶ୍ୱାଳ, ପୀତବାସ ତଣ୍ଡକାର, ପ୍ରଦୀପ ସାହୁ, ରାମଧର ମିଶ୍ର, ଅକ୍ଷୟ ମାହାଣା ଙ୍କ ସହ ବହୁ ଗ୍ରାମବାସି ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ