Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର ପୋଲିସକୁ ବଡ଼ ସଫଳତା, ଗିରଫ ହେଲେ ୬ ଦୁର୍ଦ୍ଦାନ୍ତ ଅପରାଧୀ, ୮ ବନ୍ଧୁକ ଜବତ

ସମ୍ବଲପୁର: ସମ୍ବଲପୁର ପୋଲିସକୁ ବଡ଼ ସଫଳତା। ଗିରଫ ହେଲେ ୬ ଦୁର୍ଦ୍ଦାନ୍ତ ଅପରାଧୀ। ୨୨ ରାଉଣ୍ଡ ଗୁଳି ସହ ୮ ବନ୍ଧୁକ ସହ ନଗଦ ୧୧ ଲକ୍ଷ ୨୦ ହଜାର ଟଙ୍କା, ଗୋଟିଏ କାର ଏବଂ ୨ଟି ବାଇକ ପୋଲିସ ଜବତ କରିଛି। ଧନୁପାଲି, ଠେଲକୋଲି, ଅଇଁଠାପାଲି, ବୁର୍ଲାରେ ଚଢାଉ କରି ଏହି ସବୁ ଅପରାଧୀଙ୍କୁ ଗିରଫ କରିବାରେ ପୋଲିସ ସଫଳ ହୋଇଛି।

ସୂଚନା ଅନୁଯାୟୀ, ୬ ଜଣଙ୍କ ନାଁରେ ବିଭିନ୍ନ ଥାନାରେ ଅପରାଧିକ ମାମଲା ରହିଛି। ଜବତ ହୋଇଥିବା ବନ୍ଧୁକ ରାଜ୍ୟ ବାହାରୁ ଆସିଥିବା ସମ୍ବଲପୁର ଏସପି ସୂଚନା ଦେଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ସମ୍ବଲପୁର ଏସପି ମୁକେଶ ଭାମୁ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ