Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅବାଧ ଜଙ୍ଗଲ କାଟିବା ଅଭିଯୋଗ ରେ ଦୁଇ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କଲା ଆମପାଣି ବନ ବିଭାଗ।

କୋକସରା:୧୪/୦୭ କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଧର୍ମଗଡ ରେଞ୍ଜ ଅଧୀନରେ ଥିବା ଆମପାଣି ଫରେଷ୍ଟ ସେକ୍ସନ ରେ ଥିବା ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ରୁ ଅବାଧ ରେ ଜଙ୍ଗଲ ର ଗଛ କାଟୁଥିବା ନେଇ ଆମପାଣି ଫରେଷ୍ଟର ମନୀଷା ପଟ୍ଟନାୟକ ଙ୍କ ନିକଟରେ କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ହସ୍ତଗତ ହେବାପରେ ଚଡାଉ କରି ଜଙ୍ଗଲ ମଧ୍ୟରୁ ସର୍ଗିପାନୀ ଗାଁ ର ହେକେନ୍ ସାନ୍ତା (୪୦)ଓ ପଡୋଶୀ ନବରଙ୍ଗପୁର ଜିଲ୍ଲା ଝରିଗାଁ ଅଞ୍ଚଳ ର ସୋମବାରୁ ସାନ୍ତା(୫୦) କୁ ଜଙ୍ଗଲ ମଧ୍ୟରୁ ଗଛ କାଟୁଥିବା ସମୟରେ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି।ଏ ନେଇ।ଆମପାଣି ଫରେଷ୍ଟର ମନୀଷା ପଟ୍ଟନାୟକ ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories