Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହିଳାଙ୍କ ବେକ ରୁ ସୁନା ଚେନ ଲୁଟ।

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନ ଅନ୍ତର୍ଗତ ପୋଷ୍ଟ ଅଫିସ ପଛପଟେ ଜଣେ ମହିଳାଙ୍କ ବେକ ରୁ ସୁନା ଚେନ ଲୁଟ ହେବାର ଜଣାପଡିଛି। ସୂଚନାଯୋଗ୍ୟ ସଂଗୀତା ରାଣୀ ମିଶ୍ର ନିଜ ପୁଅ ଝିଅ ଙ୍କୁ ଟିଉସନ ରୁ ନେଇ ଘରକୁ ଫେରୁଥିବା ବେଳେ ରେଙ୍ଗାଲି ପୋଷ୍ଟ ଅଫିସ ପଛ ପାଖ ନିଛାଟିଆ ରାସ୍ତା ରେ ଜଣେ ଯୁବକ ତାଙ୍କ ବେକରୁ ସୁନା ଚେନ ଲୁଟି ଫେରାର ହୋଇଯାଇଥିଲେ। ଖବର ପାଇ ରେଙ୍ଗାଲି ପୋଲିସ ଘଟଣା ସ୍ଥଳକୁ ପହଂଚି ତଦନ୍ତ ଆରମ୍ଭ କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ