Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେଙ୍ଗାଲି ଠାରେ ଦୁଇ ଦିନିଆ “ମାତୃ କର୍ମଶାଳା ପ୍ରଶିକ୍ଷଣ” ଅନୁଷ୍ଠିତ

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେଙ୍ଗାଲି ଠାରେ ଦୁଇ ଦିନିଆ “ମାତୃ କର୍ମଶାଳା ପ୍ରଶିକ୍ଷଣ” ଅନୁଷ୍ଠିତ
ସମ୍ବଲପୁର ଜିଲ୍ଲା ରେଙ୍ଗାଲି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଶିଶୁ ବାଟିକା ବିଭାଗ ର ଦୁଇ ଦିନିଆ “ମାତୃ କର୍ମଶାଳା ପ୍ରଶିକ୍ଷଣ” ଶିବିର ଅନୁଷ୍ଠିତ ହୋଇଥିଲା।
ଉକ୍ତ କାର୍ଯ୍ୟକ୍ରମରେ ନିଜ ନିଜର ଶିଶୁ ମାନଙ୍କୁ କିପରି ଖେଳ,ଗୀତ,ଗପ,ଘୋରୋଇ ଆସବା ପତ୍ର କୁ ନେଇ ଶିଶୁ ମାନଙ୍କୁ ପାଠ ପଢେଇବା ତା ସହିତ ଶିଶୁ ଙ୍କ ର ମାସିକ ଶାରିରୀକ ବୌଦ୍ଧିକ ବିକାଶ ହୋଇ ପାରିବ ସେହି ବିଷୟ ବିନ୍ଦୁ ଗୁଡିକ ମାଁ ମାନଙ୍କୁ ପ୍ରଶିକ୍ଷଣ ରେ ବତାଯାଇଅଛି ଏବଂ ଶିଶୁ ଙ୍କ ଉପରେ ବେସି ବୋଝ ଯେପରି ଲଦି ଦିଆ ନ ଯାଉ ସେ ବିଷୟରେ ଅବଗତ କରାଗଲା ।।
ଏହି ଅବସରରେ ବିଦ୍ୟାଳୟ ର ସଂପାଦକ ସରୋଜ ବିଶୋଇ, ପ୍ରଧାନମ ଆଚାର୍ଯ୍ୟ ଦୀପ୍ତି ରଞ୍ଜନ ପୋଥାର, ଶିଶୁ ବାଟିକା ପ୍ରମୁଖ ମମତା ନାୟକ, ଶିଶୁ ବାଟିକା ସହପ୍ରମୁଖ ମାନସୀ ବଢେଇ ତଥା ଶିଶୁ ବାଟିକା ର ଗୁରୁମା ସ୍ବପ୍ନା, ଶେଭାଗିନୀ ଉପସ୍ଥିତ ଥୀଲେ ।।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ