Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ରାଜ୍ୟ ସରକାର ଗଠନ କଲେ ଡ୍ରାଇଭର୍ ମାନଙ୍କ ପାଇଁ କଲ୍ୟାଣ ବୋର୍ଡ

ସମ୍ବଲପୁର(ଭୁବନେଶ୍ବର):ଶେଷରେ ଡ୍ରାଇଭର୍ ମାନଙ୍କ ଯୁକ୍ତିଯୁକ୍ତ ଦାବିକୁ ସରକାର ମାନିନେଇଛନ୍ତି। ଡ୍ରାଇଭର୍ ମାନଙ୍କ ଦାବିକୁ ଗ୍ରହଣ କରି ସେମାନଙ୍କ ପାଇଁ ସ୍ୱତନ୍ତ୍ର ବୋର୍ଡ ଗଠନ କରିଛନ୍ତି ରାଜ୍ୟ ସରକାର।କବିଚନ୍ଦ୍ର ଓଡ଼ିଶା ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ବୋର୍ଡ ନାମରେ ଗଠିତ ହେଲା ବୋର୍ଡ।ପରିବହନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଡ୍ରାଇଭରଙ୍କ କଲ୍ୟାଣ ପାଇଁ ଏହି ବୋର୍ଡ ଯୋଜନା କାର୍ଯ୍ୟକାରୀ କରିବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି। ଏହି ବୋର୍ଡ ଗଠନ ହେବା ଫଳରେ
ଉପକୃତ ହେବେ ୫ ଲକ୍ଷ ଡ୍ରାଇଭର ଓ କର୍ମଚାରୀ ପରିବାର ବୋଲି ସରକାର ସୂଚନା ଦେଇଛନ୍ତି।