Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହୀରାଖଣ୍ଡ ସାମ୍ମୁଖ୍ୟ ପକ୍ଷରୁ ସତ୍ୟନାରାୟଣ ଜନମ ଦିନ

ହୀରାଖଣ୍ଡ ସାମ୍ମୁଖ୍ୟ ତରଫୁ ପ୍ରଖ୍ୟାତ ସମ୍ବଲପୁରୀ ସାହିତ୍ୟ ସାଧକ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜୟନ୍ତୀ ଆଏଜ୍ ରାମଜି ଗୁଡ଼ି ଗଳିନେ ଥିବା ତାଙ୍କର ପୁରୁଣା ଘର ପାଖେ ସକାଲର ୮ ବଜେ ପାଳନ କରାଯାଇଛେ l ସଣ୍ଡେ ଗ୍ରୁପବି ଇଥି ସହଯୋଗ କରିଥିଲେ।ଇଥି ହୀରାଖଣ୍ଡ ସାମ୍ମୁଖ୍ୟ ଓ ସଣ୍ଡେ ଗ୍ରୁପ ସହିତ ବହୁ ବରିଷ୍ଟ ଓ ବିଦ୍ୱାନ ବ୍ୟକ୍ତି ବିଶେଷ ଉପସ୍ଥିତ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ