Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଆଦିବାସୀ ଦିବସ ପାଳନ

ସମ୍ବଲପୁର:ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ସମ୍ବଲପୁର ଜିଲ୍ଲା ଆଦିବାସୀ ଦଳିତ ସେନା ପକ୍ଷରୁ ବିଶ୍ବ ଆଦିବାସୀ ଦିବସ ପାଳନ କରାଯାଇଥିଲା। ଜିଲ୍ଲା ଆଦିବାସୀ ଦଳିତ ସେନା ର ସଭାପତି ସୁବେଶ ମୁଣ୍ଡା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ ପଦ୍ମଶ୍ରୀ ଡକ୍ଟର ଜିତେନ୍ଦ୍ର ହରିପାଲ, ସମ୍ମାନିତ ଅତିଥି ଭାବରେ ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦର ଅଧ୍ୟକ୍ଷ ନିହାଲ ସିଂ, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ମୁରଲିଧର ନାଏକ, ଗୀତିକାର ଶିବଶଙ୍କର ପଧାନଙ୍କ ସମେତ ମୁଖ୍ୟ ବକ୍ତା ଭାବରେ ଧମ୍ମପ୍ରିୟ ଏମ ଆର ପ୍ରସାନ୍ତ ପ୍ରମୁଖ ଯୋଗଦାନ କରି ବିଶ୍ଵ ଆଦିବାସୀ ଦିବସ ର ମହତ୍ତ୍ଵ ଓ ତାତ୍ପର୍ଯ୍ୟ ଉପରେ ଆଳୋଚନା କରି ବତ୍ତମାନ ମଣିପୁର ରେ ନାରୀଙ୍କୁ ଅସମ୍ମାନ କରିଯାଇଥିବା ଘଟଣା କୁ ଦୃଢ ଭାବରେ ନିନ୍ଦା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରଞ୍ଜିତ ମୁଣ୍ଡା, ଶାନ୍ତି ମାଝି,ଆଶିଷ ମହାନନ୍ଦ, ମୋମିନା ଖାତୁନ ପ୍ରମୁଖ କାଯ୍ୟକ୍ରମ କୁ ପରିଚାଳନା ରେ ସହଯୋଗ କରିଥିଲେ ।