Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୁର ବି ମା ମଜାର ପରିଦର୍ଶନ କଲେ ନଗେନ୍ଦ୍ର

ସମ୍ବଲପୁର:ସମ୍ବଲପୁରର ପୂର୍ବତନ ଲୋକସଭା ସାଂସଦ ନଗେନ୍ଦ୍ର କୁମାର ପ୍ରଧାନ ଆଜି ପୂର୍ବତନ ବିଜେଡ଼ି ଜିଲ୍ଲା ସଂଖ୍ୟାଳଗୁ ସେଲ ସଭାପତି ଜଫର ଅଲ୍ଲୀ ଖାନଙ୍କ ନେତୃତ୍ୱରେ ସ୍ଥାନୀୟ ପିରବାବା ଛକରେ ଅବସ୍ଥାପିତ ନୁର ବି ମା ମଜାରକୁ ପରିଦର୍ଶନ କରି ପୂଜାର୍ଚ୍ଚନା କରିବା ସହ ବିଭିନ୍ନ ଲୋକଙ୍କ ସହ ସୁବିଧା ଅସୁବିଧା ଗୁଡିକ କଥାବାର୍ତ୍ତା ହୋଇଥିଲେ ! ଏହି ସମୟରେ ଅନ୍ୟ ମାନଙ୍କ ମଧ୍ୟରେ ଏମ. ଡି. ଜଫର,ଏମ. ଡି.ଅଜ୍ଜୁ,ଏମ. ଡି.ଅଜିମ, ଅବଦୁଲ ଗୋଫର, ଅକ୍ଟର ଯେହୁରୀ, ସେକ ମକବୁଲ ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ