Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପ୍ରାଥମିକ ଶିକ୍ଷକ ସଂଘର ଆନ୍ଦୋଳନକୁ ସମର୍ଥନ ଜଣାଇଲା ଗଞ୍ଜାମ ଜିଲ୍ଲା ଶିକ୍ଷା ବଂଚାଅ ଅଭିଯାନ

ବ୍ରହ୍ମପୁର : ନିଖିଳ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ ଓ ମିଳିତ ଶିକ୍ଷକ ମଂଚ ନେତୃତ୍ୱରେ ଗତ ୪ ଦିନ ଧରି ଚାଲିଥିବା ଆନ୍ଦୋଳନକୁ ଗଞ୍ଜାମ ଜିଲ୍ଲା ଶିକ୍ଷା ବଂଚାଅ ଅଭିଯାନର ସଭାପତି ରବି ରଥ ସମର୍ଥନ ଜଣାଇଛନ୍ତି ଠିକା ଶିକ୍ଷକ ନିଯୁକ୍ତି ପ୍ରଥା ଉଚ୍ଛେଦ, କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ, ପୁରୁଣା ହାରରେ ପେନସନ ପ୍ରଦାନ, ଏକ୍ସ-କ୍ୟାଡ଼ର ଶିକ୍ଷକଙ୍କୁ କ୍ୟାଡ଼ରଭୁକ୍ତ କରିବା ଶିକ୍ଷକ ସଂଘର ଦାବିଗୁଡ଼ିକ ଯଥାର୍ଥତା ରହିଥିବାରୁ ରାଜ୍ୟ ସରକାର ଏ ଦିଗରେ ହସ୍ତକ୍ଷେପ କରନ୍ତୁ ବୋଲି ଶ୍ରୀ ରଥ ଅନୁରୋଧ କରିଛନ୍ତି ଏହା ‘ଳରେ ରାଜ୍ୟର ୩୧୪ ବ୍ଲକର ୫୬ ହଜାର ସ୍କୁଲ ୪୫ ଲକ୍ଷ ଛାତ୍ରଛାତ୍ରୀ ପାଠପଢ଼ାରୁ ବଂଚିତ ହୋଇଥିବାରୁ ସେ ଉଦବେଗ ପ୍ରକାଶ କରିବା ସହ ସରକାର ଏ ଦିଗରେ ତୁରନ୍ତ ହସ୍ତକ୍ଷେପ କରନ୍ତୁ ବୋଲି ଦାବି କରିଛନ୍ତି ।