ରେଙ୍ଗାଲି ତହସିଲଦାର ଙ୍କୁ ବିଦାୟ ନୂତନ ତହସିଲ ଦାର ସ୍ୱାଗତ ସମାରୋହ


ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ରୁ ରେଙ୍ଗାଲି ବର୍ତମାନ ର ତହସିଲଦାର ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧିନା ଓ ନୂତନ ତହସିଲଦାର ଙ୍କ ସ୍ୱାଗତ ସଭା ପରିଷଦ ର ସମ୍ପାଦକ ଅନ୍ତର୍ଯ୍ୟାମୀ ପାଣି ଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇ ଥିଲା l ପରିଷଦ ସଭାପତି ଦୁର୍ଯ୍ୟୋଧନ ଗରଡିଆ ଏବଂ ପୂର୍ଵ ତନ ସଭାପତି ବସନ୍ତ ନାୟକ ଉପଢୌକାନ ଦେଇ ବର୍ତମାନ ତହସିଲଦାର ବେରିସିୟସ ଡୁଙ୍ଗଡୁଙ୍ଗ ଏବଂ ନୂତନ ତହସିଲଦାର ଅନିଲ କୁମାର ଆଚାର୍ଯ୍ୟଙ୍କୁ ସମ୍ମନିତ କରଯାଇଥିଲା l ଏଥିରେ ପରିଷଦ ର ବିନୋଦ ନନ୍ଦ, ସୁବାସ ସିଂହ, ଡ଼ା ଅର୍ଜୁନ ନାୟକ, ସାଲେଗ୍ରାମ ସାହୁ, ସୁବାସ ବିଶ୍ବସଲ, ରାଜ ରାମ ମହା ନା, ପୀତବାସ ତାଣ୍ଡକାର, ବିରଞ୍ଚି ବିଶ୍ୱାଳ, ତୁଳସୀ ଓରାମ, ପ୍ରମୁଖ ଅଂଶ ଗ୍ରହଣ କରଥିଲେ l