Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଘୁର୍ଳୁଗୁଡା ରେ ଦଶହରା ଉପଲକ୍ଷେ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଯୋଗଦେଲେ ବ୍ଲକ ଉପାଧ୍ୟକ୍ଷ।

କୋକସରା:୨୬/୧୦ କୋକସରା ବ୍ଲକ କନ୍ଦାବୁଟୁରା ପଞ୍ଚାୟତ ଘୁର୍ଳୁଗୁଡା ଠାରେ ମାଁ ମାଉଲି ଦଶହରା ଅବସର ରେ ବୁଧବାର ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବରେ କୋକସରା ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ସମ୍ମାନିତ ଅତିଥି ଭାବେ ଜୟପାଟଣା ବ୍ଲକ ଅଧ୍ୟକ୍ଷ ଥବିର ବାଗ, କନ୍ଦାବୁଟୁରା ସରପଞ୍ଚ କୁରୁକ୍ଷେତ୍ର ବେହେରା,ସମିତି ସଭ୍ୟା ଶିବାନୀ ନାଏକ, ବିଜେଡି ନେତ୍ରୀ ଅଶୋକା ନାଏକ ଓ ପଞ୍ଚାୟତ ର ୱାର୍ଡ ସଭ୍ୟ,ସଭ୍ୟା ଭାବରେ ଯୋଗଦାନ କରିଥିଲ। ସାଂସ୍କୃତିକ କାର୍ଯ୍ୟକ୍ରମ ରେ ରେକର୍ଡ ଡ୍ୟାନ୍ସ ରେ ବିଭିନ୍ନ ଅଞ୍ଚଳ ରୁ ଯୁବ କଳାକାର ମାନେ ଯୋଗଦେଇ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମ କୁ ମା ମାଉଳି ପୂଜା କମିଟିର ସଦସ୍ୟ ମାନେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories