Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶ୍ରୀରାମ କବାଡି କପ 2023। ପଧାନପାଲି ସମଲେଶ୍ବରୀ କ୍ଲବ ଚମ୍ପିୟାନ।

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ମହାବୀର ଛକ ନିକଟରେ ଦୁଇ ଦିନିଆ ରାତ୍ରି ଶ୍ରୀରାମ କବାଡି କପ 2023 ଅନୁଷ୍ଠିତ ହୋଇଥିଲା। ଫାଇନାଲ ମେଚ ରେ ପଧାନପାଲି ସମଲେଶ୍ବରୀ କ୍ଲବ ରେଙ୍ଗାଲି ରାମସେନା କବାଡି ଦଳ କୁ ହରାଇ ଚମ୍ପିୟାନ ହୋଇଥିଲା। ଚମ୍ପିୟାନ ସମଲେଶ୍ବରୀ କ୍ଲବ କୁ 7ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା ଏବଂ ପରାଜିତ ରାମସେନା ଦଳକୁ 5ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା। ରେଙ୍ଗାଲି ବିଧାୟକ ନାଉରୀ ନାଏକ ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିଲେ। ବିଜେପି ଯୁବନେତା ଉତ୍ତମ ବିଶ୍ବାଳ, ନବୀନ ପଧାନ, ସାମ୍ବାଦିକ ନରେଶ ମାହାଣା ଓ ସୁବ୍ରତ ପାଢ଼ୀ ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରିଥିଲେ। ରେଙ୍ଗାଲି ରାମ ସେନା ପକ୍ଷରୁ କବାଡି ଟୁର୍ଣ୍ଣାମେଣ୍ଟଆୟୋଜନ କରାଯାଇଥିଲା। ରାମସେନା ର ସଭାପତି ନୀତିଶ ଅଗ୍ରୱାଲ ଙ୍କ ସହ ରାମସେନା ଅନ୍ୟ ସଭ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ