Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର: ମାଗଣାରେ ମିଳୁଛି ରୋଟି,ତରକାରୀ

ସମ୍ବଲପୁର: ମାଗଣାରେ ମିଳୁଛି। ରୋଟି,ରତକାରୀ ଓ ଆଚାର। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେବି ଖବର ସତ।ଖିଦମତ୍ ସ୍ବେଚ୍ଛାସେବୀ ଅନୁଷ୍ଠାନ ତରଫରୁ ‘ରୋଟି ବ୍ୟାଙ୍କ’ ନାମରେ ଚାଲିଛି ଏଭଳି ସେବା।ଯାହାକି ସହରର ଗରୀବ ଅସହାୟ ବ୍ୟକ୍ତି ଏଠାକୁ ଆସି ନିଶୁଳ୍କରେ ରୋଟି, ତରକାରୀ ଓ ଆଚାର ପ୍ରତ୍ୟେକ ଦିନ ଖାଉଛନ୍ତି। ଏଭଳି ବାସ୍ତବ ଚିତ୍ର ଦେଖିବାକୁ ମିଳିଛି ସମ୍ବଲପୁର ସହରର ପିରବାବା ଛକରେ।ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ପ୍ରତିଦିନ ଏଭଳି ସେବା ଅବ୍ୟାହତ ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ