Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉତ୍ତରାଖଣ୍ଡ ଟନେଲରେ ଫସିଥିବା ଓଡିଆ ଶ୍ରମିକ ପରିବାର ଦେଖାକଲେ ପାଣ୍ଡିଆନଙ୍କୁ,ମାଗିଲେ ସହଯୋଗ

ଭୁବନେଶ୍ବର:ଉତ୍ତରାଖଣ୍ଡ ଟନେଲ୍ ଟ୍ରାଜେଡିରେ ଫସି ରହିଛନ୍ତି ଅନେକ ଓଡିଆ ଶ୍ରମିକ।ସେମାନଙ୍କୁ ସୁରକ୍ଷିତ ଭାବେ ଓଡିଶା ଫେରାଇ ଆଣିବାକୁ ଫସି ରହିଥିବା ଶ୍ରମିକ ପରିବାର ଆଜି
୫ଟି ଅଧ୍ୟକ୍ଷ କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ଭେଟିଲେ ଉତ୍ତରକାଶୀ ଟନେଲରେ ଫସି ରହିଥିବା ଓଡିଆ ଶ୍ରମିକଙ୍କୁ ଫେରାଇ ଆଣିବାକୁ ବିନତି କରିଥିଲେ॥ସେମାନଙ୍କୁ ଆଶ୍ୱାସନା ଦେବା ସହ ଉତ୍ତରକାଶୀ ଯିବାର ବ୍ୟବସ୍ଥା କରିଛନ୍ତି ପାଣ୍ଡିଆନ। ଫଳରେ ଫସି ରହିଥିବା ଶ୍ରମିକଙ୍କ ପରିବାର ମୁହଁ ଫେରିଛି ହସ।ସେମାନଙ୍କ ମଧ୍ୟ ବଡ ବିଶ୍ୱାସଯେ,ସୁରକ୍ଷିତ ଭାବେ ସେମାନଙ୍କ ପରିବାର ସଦସ୍ୟଙ୍କୁ ସେମାନେ ଓଡିଶା ମାଟିକୁ ଫେରାଇ ଆଣିବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ