Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହୀରାକୁଦ ଆଇଟିଆଇରେ ନୂଆ- ଓ କାର୍ଯ୍ୟକ୍ରମ

ସମ୍ବଲପୁର:ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ହୀରାକୁଦ ତରଫରୁ ନୂଆ-ଓଡ଼ିଆ ଯୁବ-ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି! ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ୫ଟି କାର୍ଯ୍ୟକ୍ରମ ମାଧ୍ୟମରେ ଶିକ୍ଷା ଗ୍ରହଣ କରିବା ସହ ଛାତ୍ର ଛାତ୍ରୀଙ୍କ ଶାରିରୀକ ଓ ମାନସିକ ବିକାଶ ପାଇଁ ଏକ ଦକ୍ଷତା ର ପ୍ରୟାସ କରାଯାଇଛି !ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଶ୍ରୀ ସଞ୍ଜୟ କୁମାର ବାବୁ( ଓଡିଶା ସରକାରଙ୍କ କାଳିଆ କୃଷି କୃଷକ ସଶକ୍ତିକରଣ ବିଭାଗର ଉପଦେଷ୍ଟା,ରାଜ୍ୟ ବିଜେଡ଼ି ମୁଖପାତ୍ର ତଥା ମା ସମଲେଇ ମନ୍ଦିର ଟ୍ରଷ୍ଟବୋର୍ଡ ସଭାପତି) ଉପସ୍ଥିତ ଥିବା ବେଳେ ସଂମାନୀୟ ଅତିଥି ଭାବରେ ସମାଜସେବୀ ତଥା ଜିଲ୍ଲା ବିଜେଡ଼ି ସମ୍ପାଦକ ସୁରେନ୍ଦ୍ର ବିଶ୍ୱାଳ ଉପସ୍ଥିତ ଥିଲେ।ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବରିଷ୍ଠ ବିଜେଡି ନେତା ସତ୍ୟେନ୍ଦ୍ର କୁମାର ଦାସ ଓ ଆର ଏ ଶିବ କୁମାର ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ