Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହୀରାକୁଦ ଡିଗ୍ରୀ କଲେଜରେ ନୂଆ ଓଡିଶା ଯୁବ ଓଡିଶା କାର୍ଯ୍ୟକ୍ରମ

ସମ୍ବଲପୁର(ହୀରାକୁଦ):ଆଜି ହୀରାକୁଦ ଡିଗ୍ରୀ ମହାବିଦ୍ୟାଳୟରେ ନୂଆ ଓଡିଶା ଯୁବ ଓଡିଶା ଯୋଜନାରେ ଆଇଓ୍ବାଇଡିପି-୨୦୨୩ ନୂଆ ଓ ଯୁବ ମହାବିଦ୍ୟାଳୟର ଆଜି କ୍ରିକେଟ ଖେଳ ଆରମ୍ଭ ହେଲା । ଉକ୍ତ ସଭାରେ ଅଧ୍ୟକ୍ଷା ଶ୍ରୀମତୀ ସୁମିତ୍ରା ପଣ୍ଡା ଅଧ୍ୟକ୍ଷତା କରିଥିଲେ ।ସଭାରେ ମୁଖ୍ଯ ଅତିଥି ଭାବେ ଡ ପ୍ରମୋଦ କୁମାର ରଥ ବିଜେଡି ଜିଲ୍ଲା ପୁର୍ବତନ ସଭାପତି ଓ ସୁରେନ୍ଦ୍ର କୁମାର ବିଶ୍ବାଳ ଜିଲ୍ଲା ସାଧାରଣ ସମ୍ପାଦକ।ଏହି ଯୁବ ବିକାଶ କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ମାନଙ୍କୁ ତାଙ୍କର ଦକ୍ଷତା ଓ ବ୍ଯକ୍ତିତ୍ବର ବିକାଶରେ ସହାୟକ ହେବ ବୋଲି ସେ କହିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ