Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଶ୍ରମମନ୍ତ୍ରୀଙ୍କ ଅଚାନକ ସମ୍ବଲପୁର ଓ ହୀରାକୁଦ ଇ.ଏସ.ଆଇ ହସ୍ପିଟାଲର ପରିଦର୍ଶନ

ସମ୍ବଲପୁର:ଆଜି ମାନ୍ୟବର ଶ୍ରମ ମନ୍ତ୍ରୀ ସାରଦା ପ୍ରସାଦ ନାୟକ ଅଚାନକ ସମ୍ବଲପୁର ଓ ହୀରାକୁଦ ସ୍ଥିତ ଇ.ଏସ.ଆଇ ହସ୍ପିଟାଲର ପରିଦର୍ଶନ କରି ତଦାରଖ କରିଥିଲେ,ବିଭିନ୍ନ ସମସ୍ୟା ଗୁଡିକ ଉପରେ ଆଲୋଚନା କରିବା ସହ ଅପେକ୍ଷାରତ ହେଉଥିବା ଶ୍ରମିକ ମାନଙ୍କ ଯେପରି ଅସୁବିଧା ନ ହୁଏ ତା ଉପରେ ଗୁରୁତ୍ୟ ଦେଇ କାମ କରିବାକୁ କର୍ମଚାରୀଙ୍କୁ ସୂଚନା ଦେଇଥିଲେ ! ଏହା ସହ ହସ୍ପିଟାଲର ସମସ୍ତ କର୍ମଚାରୀଙ୍କୁ ନେଇ ଏକ ବୈଠକ ମଧ୍ୟ କରିଥିଲେ ! ମନ୍ତ୍ରୀଙ୍କ ସହ ଓଡ଼ିଶା ସରକାରଙ୍କ କାଳିଆ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଉପଦେଷ୍ଟା ଶ୍ରୀ ସଞ୍ଜୟ କୁମାର ବାବୁ ମଧ୍ୟ ଉପସ୍ଥିତ ଥିଲେ !