Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଜମନକିରା ଅଷ୍ଟପ୍ରହରୀ ନାମଯଜ୍ଞ ସମ୍ପୂର୍ଣ୍ଣ

ଜମନକିରା: ଜମନକିରା ଅଷ୍ଟପ୍ରହରୀ ନାମଯଜ୍ଞ ଆଜି ସମାପ୍ତ ହୋଇଯାଇଛି। ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ଗତ ୯ ତାରିଖରୁ ନାମ ଯଜ୍ଞ ଆରମ୍ଭ ହୋଇଥିବା ବେଳେ କର୍ତ୍ତା ଭାବେ ସୁଦର୍ଶନ ଖୁଣ୍ଟିଆ ସପତ୍ନିକ କର୍ତ୍ତା କାର୍ଯ୍ୟ ତୁଲେଇ ଥିବା ବେଳେ ପୂଜକ ଭାବେ ମାନସ ରଞ୍ଜନ ପାଣିଗ୍ରାହୀ ପୂଜା କାର୍ଯ୍ୟ ତୁଲେଇ ଥିଲେ। ପୂର୍ବାହ୍ନ ସାଢେ଼ ୧୧ ଟା ସମୟରୁ ସଙ୍କୀର୍ତ୍ତନ ମଣ୍ଡଳୀଙ୍କ ସହ ଗ୍ରାମବାସୀ ନଗର ପରିକ୍ରମା କରିଥିଲେ। ସନ୍ଧ୍ୟାରେ ବିଭିନ୍ନ କିର୍ତନ୍ୟ ମଣ୍ଡଳୀଙ୍କ ମଧ୍ୟରେ ବୈଠକି ପରିବେଷଣ କରାଯାଇଥିଲା। ଗ୍ରାମବାସୀ ସମସ୍ତେ ମିଶି ନାମଯଜ୍ଞରେ ସହଯୋଗ କରିଥିଲେ।