Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡିଶାରେ ୬ ନୂଆ ଆଇପିଏସଙ୍କ ଯୋଗଦାନ

ଭୁବନେଶ୍ବର:ରାଜ୍ୟରେ ୬ ନୂଆ ଆଇପିଏସ ଅଫିସରଙ୍କୁ ନିଯୁକ୍ତି ମିଳିଛି।ଏମାନଙ୍କ ମଧ୍ୟରୁ ୫ ଜଣ ନୂଆ ଆଇପିଏସ ଅଫିସରଙ୍କୁ ଏସଡିପିଓ ଓ ଜଣଙ୍କୁ ଏଏସପି ଭାବେ ପ୍ରଥମ ନିଯୁକ୍ତି ଦିଆଯାଇଛି।ଏହି ନୂତନ ଆଇପିଏସଙ୍କ ମଧ୍ୟରେ ଥିବା
ବିନୋଦ ପାଟିଲ ଏଚ୍‌.ଙ୍କୁ କେସିଙ୍ଗା ଏସ୍‌ଡିପିଓ,ରାହୁଲ ଗୋୟଲ ବାଲିଗୁଡ଼ା, ଅଙ୍କିତ କୁମାର ବର୍ମାଙ୍କୁ ଜୟପୁର,କୁଲଦୀପ ମିନା ବୌଦ୍ଧ ଓ ଅମୃତପାଲ ସିଂହଙ୍କୁ ନୂଆପଡ଼ା ଏସ୍‌ଡିପିଓ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ଅମୃତପାଲ କୌରଙ୍କୁ ବଲାଙ୍ଗିର ଏଏସ୍‌ପି ଭାବେ ନିଯୁକ୍ତି ଦିଆଯାଇଛି ।ଏହି ୬ ଆଇପିଏସ୍ ଅଧିକାରୀ ଯଥାଶିଘ୍ର ନିଜ ନିଜ ସ୍ଥାନରେ ଯୋଗଦେବାକୁ କୁହାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ