Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସୁରକ୍ଷା କର୍ମଚାରୀ ଙ୍କୁ ଦରମା ନ ମିଳିବାରୁ ଉଲୁଣ୍ଡା ବସଷ୍ଟାଣ୍ଡ ରେ ତାଲା ପଡିଲା

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଉଲୁଣ୍ଡା ସ୍ଥିତ ସରକାରୀ ବସ ଷ୍ଟାଣ୍ଡ ରେ ଶୁକ୍ରବାର ସୁରକ୍ଷା କର୍ମୀ ମାନେ ଦରମା ଟଙ୍କା ନ ମିଳିବା ପ୍ରତିବାଦରେ ତାଲା ପକାଇ ଦେଇ ଆନ୍ଦୋଳନ କରି ଥିବା ଦେଖିବାକୁ ମିଳିଛି I ନିୟୋଜିତ ତିନିଜଣ ସୁରକ୍ଷା କର୍ମୀ 5 ମାସ ହେଲା ଦରମା ପାଉନଥିବା ଅଭିଯୋଗ ହୋଇଛି l ଶନିବାର 3 ମାସର ଦରମା ସୁରକ୍ଷା କର୍ମୀଙ୍କୁ ମିଳିବା ପରେ ବସ ଷ୍ଟାଣ୍ଡ ସ୍ୱାଭାବିକ ହୋଇଛି I