Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୋଖରୀ ପାଚେରୀ ନିର୍ମାଣ ରେ ଅନିୟମିତତା ଅଭିଯୋଗ।

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ୍ ଘିଚାମୁରା ପଞ୍ଚାୟତ ଅନ୍ତର୍ଗତ ବିଷଡିହି ଗ୍ରାମ ରେ ଥିବା ପୋଖରୀ ର ପାଚେରୀ ନିର୍ମାଣ ରେ ଅନିୟମିତତା ହୋଇଥିବାର ଗ୍ରାମବାସୀ ସରପଞ୍ଚ ଙ୍କୁ ଅଭିଯୋଗ କରିବା ସହ ତାର ତଦନ୍ତ ଦାବୀ କରିଛନ୍ତି। ସୂଚନାଯୋଗ୍ୟ ଘିଚାମୁରା ପଞ୍ଚାୟତ ଅନ୍ତର୍ଗତ ବିଷଡିହି ଗ୍ରାମ ରେ ଅପାର ଶିଳ୍ପାନୁଷ୍ଠାନ ର ଆର୍ଥିକ ସହାୟତା ରେ ପୋଖରୀ ରେ ଏକ ପାଚେରୀ ନିର୍ମାଣ କରାଯାଇଛି। କିନ୍ତୁ ଗ୍ରାମବାସୀ ଙ୍କ ଅଭିଯୋଗ ଅନୁସାରେ ନିର୍ମାଣ କାର୍ଯ୍ୟ କରୁଥିବା ବ୍ୟକ୍ତି ଏହାକୁ ନିଜ ଅର୍ଥ ରେ ତିଆରି କରୁଥିବାର କହି ଅତି ନିମ୍ନମାନର କର୍ଯ୍ୟ କରିଛନ୍ତି। ପାଚେରୀ ନିର୍ମାଣ ରେ ଇଟା, ପଥର ଆଦି ବଦଳରେ ଅନ୍ୟତ୍ର ବ୍ୟବହୃତ କଂକ୍ରିଟ କୁ ଓପାଡ଼ି ଆଣି ତାର ବର୍ଜ୍ୟବସ୍ତୁ ରେ ଅତି ନିମ୍ନମାନର କାର୍ଯ୍ୟ କରୁଥିବାର ଗ୍ରାମବାସୀ ଅଭିଯୋଗ କରିବା ସହ ତାର ତଦନ୍ତ କରିବା ପାଇଁ ଦାବି କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ