Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଅଜଣା ଗାଡ଼ି ଧକ୍କାରେ, ବାଇକ୍ ଚାଲକ ମୃତ

ଜମନକିରା : ଜମନକିରା ଥାନା ଜାତୀୟ ରାଜପଥ ୫୪ ପିଠାମାରୁଣି ପୋଲ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ବାଇକ୍ ଚାଳକ ର ମୃତ୍ୟୁ ଘଟିଛି। ଯୁବକ ଜଣକ ହେଲେ ବଡରମା ପଞ୍ଚାୟତ ଟନସରା ଗ୍ରାମର କାହ୍ନୁଚରଣ ବାଗ ଙ୍କ ପୁଅ ବନମାଳୀ (୨୨) ବୋଲି ଜମନକିରା ଥାନା ଅଧିକାରୀ ପଦ୍ମାଳୟା ସାହୁ ପ୍ରକାଶ କରିଛନ୍ତି। ଶବ ଉଦ୍ଧାର କରି କୁଚିଣ୍ଡା କୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣାଯାଇଛି।