Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧନକାଉଡା ବ୍ଲକରେ ଯୋଗଦାନ କଲେ ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀ

ସମ୍ବଲପୁର:ଧନକାଉଡା ବ୍ଲକ ନୂତନ ଶିକ୍ଷାଧିକାରୀ ଭାବେ ଶ୍ରୀମତୀ ଶେବାଶ୍ରୀ ଭୋଇ ନିଜ କାର୍ଯ୍ୟରେ ଯୋଗଦାନ କରିଛନ୍ତି। ପୂର୍ବରୁ ସେ ବରଗଡ଼ ବ୍ଲକ ଶିକ୍ଷାଧିକାରୀ ଭାବେ କାର୍ଯ୍ୟ କରୁଥିଲେ ।ତାଙ୍କୁ ଆଜି ଶିକ୍ଷକ ସଂଘ ତରଫରୁ ସ୍ୱାଗର ସମ୍ଭର୍ଦ୍ଧନା ଜଣାଇଛନ୍ତି । ଏହି ଅବସରରେ ସମ୍ବଲପୁର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଶ୍ରୀମତୀ ଯୋସ୍ନ ମୟୀ ଦାସ ,ରାଜ୍ୟ ସାଧାରଣ ସଂପାଦକ ବାବ୍ରୁ ବାହନ ଭୋଇ,ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଙ୍ଘ ଓଡ଼ିଶାର ଚେରୁ ପାତ୍ର ଜିଲ୍ଲା ସଂପାଦକ ଜିଲ୍ଲା ପରିଷଦ ଶିକ୍ଷକ ରଞ୍ଜିତା ସେଠ, ଉପସଭାନେତ୍ରୀ ନିର୍ମଳା ବାରିକ,ସ୍ମୃତି ରାଉଳ,ରୋଜି ତ୍ରିପାଠୀ,ପବିତ୍ର ସ୍ୱାଇଁ,ବିକ୍ରମ ମାଝୀ,ଦାନିଆଲ ବାରିକ, ରାଧେଶ୍ୟାମ ରଣା ପ୍ରମୁଖ ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ