ରେଙ୍ଗାଲି ରେ ଧୁମ୍ ଧାମରେ ହୋଲି ପାଳନ।


ରଙ୍ଗ ର ପର୍ବ ହୋଲି ବହୁ ଧୁମ୍ ଧାମରେ ରେ ରେଙ୍ଗାଲି ରେ ପାଲନ କରାଯାଇଛି। ଭାଇଚାରା ର ପର୍ବ ହୋଲି ରେ ସମସ୍ତେ ସାଙ୍ଗ ସାଥୀ, ପାରିବାର ରେ ନିଜ ନିଜ ମଧ୍ୟରେ ରଙ୍ଗ ଲଗାଇ ହୋଲି ପାଳନ କରିଥିଲେ। ଏହି ଅବସରରେ ରେଙ୍ଗାଲି ଚାଉଳଡିପୋ ରେ ଦହି ହାଣ୍ଡି ଉତ୍ସବ ଅନୁଷ୍ଠିତ ହୋଇଥିଲା। ଚାଉଳଡିପୋ ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଦହି ହାଣ୍ଡି ଉତ୍ସବ ରେ ଗ୍ରାମର ସମସ୍ତ ଛୋଟ ରୁ ବଡ ଯୁବକ ଯୁବତୀ, ବୃଦ୍ଧା ବୃଦ୍ଧ ଯୋଗ ଦେଇ ହୋଲି ପର୍ବ ପାଳନ କରିଥିଲେ।