Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆମ୍ବେଦକର ସେବା ସଂଘ ରେ ଯୁବ ଗଣ୍ଡା ସାମାଜ ର ବୈଠକ ଅନୁଷ୍ଠିତ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ଆମ୍ବେଦକର ସେବା ସଂଘ କାର୍ଯ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଯୁବ ଗଣ୍ଡା ସମାଜର ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି l ହିଲୁଙ୍ଗ ପଞ୍ଚାୟତ ସମିତି ସଭ୍ୟ ଶୈଳରଞ୍ଜନ ବାଦୀ ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ଯକ୍ରମରେ ବହୁ ସଂଖ୍ୟାରେ ଗଣ୍ଡା ସାମାଜ ର ପ୍ରତିନିଧି ଯୋଗଦେଇଥିଲେ l ଏଥିରେ ମୁଖ୍ୟତଃ ଗଣ୍ଡା ସାମାଜର ସାମୁହିକ ବିକାଶ ସଂପର୍କରେ ଆଲୋଚନା ହୋଇଥିଲା I ସମ୍ପାଦକ କଲ୍ଲୋଳ ସୁନା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ