Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପୁଲେଶ୍ଵର ଗ୍ରାମ ବରିଷ୍ଠ କଳାକାର ନେପାଲ ମହାକୁର ଙ୍କ ପରଲୋକ

ବୀରମହାରାଜାପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କେ ନଝରିଆପାଲି ପଞ୍ଚାୟତ ର ପୁଲେଶ୍ଵର ଗ୍ରାମ ବରିଷ୍ଠ କଳାକାର ନେପାଲ ଚନ୍ଦ୍ର ମହାକୁର (66) ଙ୍କ ପରଲୋକ ହୋଇଯାଇଛି I ସେ ଜଣେ ପାଲା ଗାୟକ, ଲେଖକ , ଦଣ୍ଡ ତଥା ରାମ ଲୀଳା କଳାକାର ଭାବେ ଅଞ୍ଚଳରେ ବେଶ୍ ଜଣାଶୁଣା ଥିଲେ I ସେ ପୂର୍ବରୁ ଗ୍ରାମ୍ୟ କମିଟିର ସଭାପତି ଥିବାବେଳେ କେନ୍ଦୁପତ୍ର ବିଭାଗର ଜଣେ ସାମୟିକ ଚେକର ଭାବେ କାର୍ଯ୍ୟରତ ଥିଲେ l ତାଙ୍କ ଏକମାତ୍ର ଝିଅ ଅରୁନ୍ଧତୀ ଏବଂ ସ୍ତ୍ରୀ କୌଶଲ୍ୟା ରହିଥିବା ବେଳେ ପୁତୁରା ସତ୍ୟ ନାରାୟଣ ମୁଖାଗ୍ନି ଦେଇଥିଲେ l