Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଗ ଚକ ଫାଟି ଯିବାରୁ ଗଚ୍ଛରେ ପିଟି ହେଲା କାର

ବୀରମହାରାଜପୁର : (ସୌମୀତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର _ ସୋନପୁର ମୁଖ୍ୟ ରାସ୍ତା ର ଉଫୁଳା ମାହେଶ୍ଵରୀ ବିଦ୍ୟାପୀଠ ନିକଟରେ ଏକ କାର ମଙ୍ଗଳବାର ଅପରାହ୍ନ ରେ ଦୁର୍ଘଟଣା ର ଶିକାର ହୋଇଛି I ଉକ୍ତ କlର ( ଓଡି. 17 ବି -1057) ଟି ବୀରମହାରାଜପୁର ପଟରୁ ଆସୁଥିବାବେଳେ ଆଗ ଚକ ଫାଟି ଯିବାରୁ ରାସ୍ତା କଡରେ ଥିବା ଗଛରେ ପିଟି ହୋଇ ଯାଇଥିଲା I ଫଳରେ ଗାଡିର ଆଗ କାଚ ଭାଙ୍ଗି ଯାଇଥିବା ବେଳେ ଚାଳକ ସହ ବସିଥିବା ଲୋକ ଅଳ୍ପକେ ରକ୍ଷା ପାଇଯାଇଛନ୍ତି I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ