Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପ୍ରାକୃତିକ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗୀତା ରେ ବୀରମହାରାଜପୁର କ୍ରିପାଲ ଫିଟନେସ ର ସଫଳତା

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ କ୍ରିପlଲ ଫିଟନେସ ର କ୍ରୀଡାବିତ୍ ମାନେ ସୁରଟ ରେ ଆୟୋଜିତ ଜାତୀୟ ସ୍ତରୀୟ ପ୍ରାକୃତିକ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗୀତାରେ ଉଲେଖନୀୟ ସଫଳତା ହାସଲ କରିଛନ୍ତି I ଅଷ୍ଟ୍ରେଲିଆନ୍ ଫେଡେରେସନ ଆସିଏନ୍ ଦ୍ୱାରା ଆୟୋଜିତ ପ୍ରତିଯୋଗିତାରେ କୋଚ୍ କ୍ରିପାଲ ଙ୍କ ନେତୃତ୍ବରେ ଅନୁଷ୍ଠାନ ର ସଦସ୍ୟମାନେ ଅଂଶଗ୍ରହଣ କରି 18 ଟି ପଦକ ହାସଲ କରିଛନ୍ତି I କ୍ରୀଡ଼ାବିତ୍ ମାନେ ଏହି ସଫଳତା ପାଇଲା ପରେ ଅଞ୍ଚଳର କ୍ରୀଡ଼ାବିତ୍ ଓ ଶୁଭେଚ୍ଛୁ ମହଲ ରେ ଆନନ୍ଦର ଲହରି ଖେଳେଇ ଯାଇଛି I