Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କୋଟସମଲାଇ ପ୍ରିମିୟର ଲିଗ କ୍ରିକେଟ କ୍ରିକେଟ ର ଦୁଇଟି ମ୍ଯାଚ ରେ ବୈରାଗୀ ପାଲି ଓ ନlକ୍ଡେଇଁ ବିଜୟୀ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟ୍ ସମଲେଇ ଗ୍ରାମ ଖେଳ ପଡିଆରେ ଚାଲିଥିବା 14 ତମ କୋଟସମଲେଇ ପ୍ରିମିୟର ଲିଗ୍ କ୍ରିକେଟ ର ଶନିବାର ଥିଲା ସପ୍ତମ ଦିବସ I ଏ ଅବସରରେ ଖେଳା ଯାଇଥିବା ଦୁଇଟି ମ୍ଯାଚ ରେ ବୈରାଗୀ ପାଲି ଓ ନାକଡେଇଁ ବିଜୟୀ ହୋଇଥିଲେ I ପ୍ରଥମ ମ୍ଯାଚ କୋଟସମଲେଇ ଓ ବୈରାଗୀପାଲି ମଧ୍ୟରେ ହୋଇଥିବା ବେଳେ ବୈରାଗୀ ପାଲି ଦଳ ବିଜୟୀ ହୋଇଥିଲା l ଦ୍ଵିତୀୟ ମ୍ଯାଚ ଖୁଣ୍ଟଲା ପାଲି ଓ ନlକ୍ ଡେଇଁ ମଧ୍ୟରେ ହୋଇଥିଲା l ଏଥିରେ ନlକ୍ଡେଇଁ ଦଳ ବିଜୟ ଘୋଷିତ ହୋଇଛି I