Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋଟସମଲାଏ ପ୍ରିମିୟର ଲିଗ୍ କ୍ରିକେଟ ର ଫାଇନାଲ୍ ଖେଳରେ ନlକ୍ଡେଇଁ କୁ ହରାଇ ଉଲୁଣ୍ଡା ଚାମ୍ପିଆନ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇ ସ୍ଥିତ ଖେଳ ପଡିଆରେ ଚାଲିଥିବା 14 ତମ କୋଟସମଲେଇ ପ୍ରିମିୟର ଲିଗ୍ କ୍ରିକେଟ ଶୁକ୍ରବାର ଉଦଯାପିତ ହୋଇଯାଇଛି l ଫାଇନାଲ ଖେଳରେ ନlକ୍ ଡେଇଁ କୁ ହରାଇ ଉଲୁଣ୍ଡା ଚମ୍ପିଆନ୍ ଘୋଷିତ ହୋଇଛି I ଏହା ପୂର୍ବ ଦିନ ଖେଳାଯାଇଥିବା ମ୍ଯାଚରେ ବାଘ ପାଲି କୁ ହରାଇ ଉଲୁଣ୍ଡା ଫାଇନାଲରେ ପ୍ରବେଶ କରି ଥିବାବେଳେ ଆଗରୁ ନlକ୍ ଡେଇଁ ଦଳ ମଧ୍ୟ ଫାଇନାଲ ଖେଳିବା ପାଇଁ ଯୋଗ୍ୟତା ହାସଲ କରିଥିଲା l ତେବେ ଶୁକ୍ରବାର ନlକ୍ ଡେଇଁ ଏବଂ ଉଲୁଣ୍ଡା ମଧ୍ୟରେ ଫାଇନାଲ ମ୍ୟାଚ ଖେଳା ଯାଇଥିଲା l ଫାଇନାଲ ମ୍ୟାଚ ରେ ଉଲୁଣ୍ଡାର ମନଜିତ ଆଚାର୍ଯ୍ୟ କୁ ମ୍ୟାନ୍ ଅଫ ଫାଇନାଲ ,ସଞ୍ଜୀବ କୁ ମେନ ଅଫ୍ ସିରିଜ୍, ବିକାଶ ଥାନପତି କୁ ଶେଷ୍ଠ ବୋଲର ଆକାଶ ସାହୁ ଶ୍ରେଷ୍ଠ ବାଟର ଭାବେ ପୁରସ୍କୃତ କରାଯାଇଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ