Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟ ସ୍ତରୀୟ ଜୁନିଅର ଆଥଲେଟିକ୍ସ ପ୍ରତିଯୋଗିତାରେ ଲିପସା ପଧାନ ହାସଲ କଲେ ସ୍ଵର୍ଣ୍ଣପଦକ

ବୀରମହାରାଜପୁର : (ସୌମିତ୍ରି ମେହେର)
ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ 70 ତମ ରାଜ୍ୟ ସ୍ତରୀୟ ଜୁନିଅର ଆଥଲେଟିକ ମିଟ ରେ କଳିଙ୍ଗ ଛାତ୍ରୀବାସ ର ଛାତ୍ରୀ ଲିପସା ପଧାନ 14 ବର୍ଷ ରୁ କମ୍ ବାଳିକା ବର୍ଗରେ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି l ସେ ବୀରମହାରାଜପୁର ବ୍ଲକ ଯୁବରାଜପୁର ଗ୍ରାମର ତ୍ରିଲୋଚନ ପଧାନ ଏବଂ ସଞ୍ଜୁ ପଧାନ ଙ୍କ କନ୍ୟା ଲିପସା ହୋଇଥିବା ବେଳେ ତାଙ୍କ ସଫଳତା ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ