Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଧ୍ୟାପିକା ସନ୍ତୋଷିନୀ ନାଏକ ଓ ଅଧ୍ୟାପକ ସୁବ୍ରତ ପଣ୍ଡା ସମ୍ମାନିତ ହେଲେ ବସୁମତୀ ମାଆ ସମ୍ମାନ ରେ

ବୀରମହାରାଜପୁର : (ସୌମିତ୍ରି ମେହେର) କଟକ ସ୍ଥିତ ଶ୍ରୀରାମଚନ୍ଦ୍ର ଭବନ ରେ ଅନୁଷ୍ଠିତ କୈବଲ୍ୟ ସାହିତ୍ୟ ସଂସଦ ର ରାଜ୍ୟ ସ୍ତରୀୟ ବସୁମତୀ ସ୍ନାନ ସାରସ୍ବତ ସମାରୋହ ଓ ପ୍ରଥମ ଗବେଷଣାତ୍ମକ ସାହିତ୍ୟ ସମାରୋହ ରେ “ରାଜ୍ୟସ୍ତରୀୟ ବସୁମତୀ ମାଆ ସମ୍ମାନ ୨୦୨୪” ପାଳିତ ହୋଇଯାଇଛି। ଏହି ସମାରୋହ ରେ ଅଧ୍ୟାପିକା ସନ୍ତୋଷିନୀ ନାୟକଙ୍କୁ ରାଜ୍ୟସ୍ତରୀୟ ବସୁମତୀ ମାଆ ସେବା ସମ୍ମାନରେ ସମ୍ମାନିତ କରାଯାଇଛି l ଅଧ୍ୟାପକ ସୁବ୍ରତ କୁମାର ପଣ୍ଡାଙ୍କୁ ମଧ୍ୟ ରାଜ୍ୟସ୍ତରୀୟ ବସୁମତୀ ମାଆ ସେବା ସମ୍ମାନରେ ସମ୍ମାନିତ କରାଯାଇଥିବା ଜଣାଯାଇଛି l କୈବଲ୍ୟ ସାହିତ୍ୟ ସଂସଦ ଓଡ଼ିଶାର ପ୍ରତିଷ୍ଠାତା ସମ୍ପାଦକ ସଂଗ୍ରାମ କେଶରୀ ସାମନ୍ତରାୟ ଙ୍କ ଉପସ୍ଥିତ ରେ ଓଡ଼ିଶାର ଗଣପର୍ବ ରଜ ଉତ୍ସବ ରେ ଏକ ଗବେଷଣାତ୍ମକ ସାହିତ୍ୟ ଆସର ରେ ଉଭୟ ଅଧ୍ୟାପକ ଦମ୍ପତି ଙ୍କୁ ଏହି ସମ୍ମାନ ରେ ସମ୍ମାନିତ କରାଯାଇଥିଲା l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ