Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନଝରିଆପାଲି ରେ ମିଶନ ଶକ୍ତି ପକ୍ଷରୁ ଚାରା ବଂଟନ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝରିଆ ପାଲି ଓଏଲ୍ଏମ୍ ମିସନ ଶକ୍ତି ପକ୍ଷରୁ ଚାରା ବଣ୍ଟନ କରାଯାଇଥିଲା l ବହଲପଦର ବନ ଅଧିକାରୀ ନିରଞ୍ଜନ ପ୍ରଧାନ ଙ୍କ ସହାୟତାରେ ଉକ୍ତ କାର୍ଯ୍ୟକ୍ରମ ହୋଇଥିବାବେଳେ ଏମ୍ ବି କେ ଗୀତାଞ୍ଜଳି ଜେନା ସମସ୍ତ ସି ଆର ପି ଉପସ୍ଥିତ ଥିଲେ l କାର୍ଯ୍ୟକାରି କମିଟି ର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ 106 ଟି ଏସ୍ ଏଚ୍ ଜି ର 1085 ଜଣ ମା ଓ ସ୍କୁଲ କୁ ଚାରା ବଣ୍ଟନ କରାଯାଇଥିଲା I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ