Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲା ସ୍ତରୀୟ କନିଷ୍ଠ ବିଭାଗ ଓଡ଼ିଆ ବକ୍ତୃତା ପ୍ରତିଯୋଗୀତା ରେ ପ୍ରଥମ ସ୍ଥାନ ଅଧିକାର କଲେ ବାଗବର ୟୁ ପି ସ୍କୁଲ ର ଛାତ୍ରୀ ଅସ୍ମିତା ଭୋଇ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ କନିଷ୍ଠ ବିଭାଗ ଓଡ଼ିଆ ବକ୍ତୃତା ପ୍ରତିଯୋଗୀତା ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଅସ୍ମିତା ଭୋଇ I ସେ ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବାଗବର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ଅଟନ୍ତି I ଉକ୍ତ ସ୍କୁଲ ର ଛାତ୍ରୀ କ଼ୁମାରୀ ଅସ୍ମିତା ଭୋଇ ଓଡିଶା ସାହିତ୍ୟ ଏକାଡେମୀ ର ସ୍ବନକ୍ଷତ୍ର ଉତ୍ସବ ପାଳନ ଅବସରରେ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ମନୋନିତ ହୋଇଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ