Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଶାଖା ପକ୍ଷରୁ ପୁନଃ ନିଯୁକ୍ତି ଦାବୀ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ର ମୃତ ହୋମଗାର୍ଡ ପରିବାର ସଦସ୍ୟ ଓ ଛଟେଇ ଗୃହରକ୍ଷୀ ମାନଙ୍କୁ ଅନୁକମ୍ପା ବା ପୁନଃ ନିଯୁକ୍ତି ଦେବା ପାଇଁ ଏକ ଶୋଭାଯାତ୍ରା ମାଧ୍ୟମ ରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି l ପୂର୍ବ ରୁ ଏହି ଯୁବକ ଯୁବତୀ ମାନେ କାର୍ଯ୍ୟକରି ଆସୁଥିଲେ ସରକାର ତାଙ୍କୁ କାର୍ଯ୍ୟ ରୁ ଅନ୍ତର କରି ଦେଇଥିଲେ l ଏବେ ସରକାର ହୋମ ଗାର୍ଡ ନିଯୁକ୍ତି କରିବା ପାଇଁ 2200 ପୋଷ୍ଟ ନିଯୁକ୍ତି ଦେବା ପାଇଁ ନିର୍ଦେଶ ଦେଇ ଥିବା ବେଳେ ଏହି ଯୁବକ ଯୁବତୀ ମାନଙ୍କୁ ହୋମ ଗାର୍ଡ କାର୍ଯ୍ୟ ରେ ପୁନଃ ନିଯୁକ୍ତି ଦେବାକୁ ସରକାର କୁ ନିବେଦନ କରିଛନ୍ତି l ଯୁବକ ଯୁବତୀ ହେଲେ ନିରୋଦ ପାଣ୍ଡେ , ଜଗଦାନନ୍ଦ ଜଗଦଳା , ମିନତୀ ଦେହୁରୀ , ଉମେଶ ନାଏକ , ଗୁପ୍ତେଶ୍ୱର ହାତୀ , ନରେନ୍ଦ୍ର ନାଏକ , ଶମ୍ଭୁ ପୋଡ଼ , ଲକ୍ଷ୍ମଣ କୁମାର ପାଣି ଗ୍ରାହୀ , ବେବି ଚଉଧୁରୀ , ରାଧେ ଶ୍ୟାମ ଶାଳିମା