Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବରଘାଟ ଗ୍ରାମରେ ଗୁଞ୍ଜ ସଂଗଠନ ଓ ରେଆର ପକ୍ଷରୁ ବିଭିନ୍ନ କିଟ୍ ବଣ୍ଟନ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ପଞ୍ଚାୟତ ନିକଟସ୍ଥ ବରଘାଟ ଗ୍ରାମରେ ଗୁଞ୍ଜ ସଂଗଠନ ଓ ରେୟାର ପକ୍ଷରୁ ବିଭିନ୍ନ କିଟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସିଆରପି ଝିଲେନି ସାହୁ ଙ୍କ ତତ୍ଵାବଧାନରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା । ଏଥିରେ ଗୁଞ୍ଜ ସଂଗଠନ ର ଅଶୋକ ଏବଂ ରେଆର କୁନି ଦନ୍ତା , ମିତ୍ରଭାନୁ ମଳିକ , ମନୋଜ ସ୍ୱାଇଁ (ସୋନପୁର) ପ୍ରମୁଖ ଙ୍କ ଦ୍ଵାରା ଏକ ସଭାର ଆୟୋଜନ କରାଯାଇଥିଲା । ଗ୍ରାମର ବିଭିନ୍ନ ସ୍ଥାନରେ ସଫେଇ ହୋଇଥିଲା । ଉକ୍ତ ସଫେଇ କାର୍ଯ୍ୟକ୍ରମରେ ୪୦ ଜଣ ଗ୍ରାମବାସୀ ଯୋଗଦେଇଥିଲେ । ତାପରେ ଗୁଞ୍ଜ ସଂଗଠନ ତରଫରୁ ପ୍ରୋତ୍ସାହନ ମୂଳକ ୪୦ ଗୋଟି କିଟ ବଣ୍ଟନ କରାଯାଇଥିଲା l