ବୃକ୍ଷ ରୋପଣ କରି ଜନ୍ମ ଦିନ ପାଳନ କଲେ ଅଶ୍ୱିନୀ ରଣl


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସଦର ସ୍ଥିତ ଚମ୍ପାପୁର ଗ୍ରାମର ଅଶ୍ଵିନୀ କୁମାର ରଣା ୩୦ ତମ ଜନ୍ମଦିବସ ରେ ବୃକ୍ଷ ରୋପଣ କରି ଜନ୍ମଦିନ ପାଳନ କରିଛନ୍ତି । ସେହିପରି ଅସହାୟ ବ୍ୟକ୍ତି ଙ୍କୁ ମଧ୍ୟ ସହାୟତା କରିଥିବା ପ୍ରକାଶ କରିଛନ୍ତି । ଏ ଅବସରରେ ସ୍ଥାନୀୟ ବାଳକ ହାଇସ୍କୁଲ ଖେଳପଡିଆ ଚତୁଃପାର୍ଶ୍ଵରେ ବିଭିନ୍ନ ପ୍ରକାରର ବୃକ୍ଷ ରୋପଣ କରିଥିଲେ । ଏଥିରେ ଅସିତ ସାହୁ , ଶ୍ରୀପତି ମେହେର , ରବିନ୍ଦ୍ର ମେହର , କୃଷ୍ଣ ମେହର , ଶିଚୁନ ମଲ୍ଲିକ, ସଞ୍ଜୟ ରଣା ଓ ଆସ୍ଥାରାଣୀ ରଣା ପ୍ରମୁଖ ବୃକ୍ଷ ରୋପଣ ରେ ସହଯୋଗ କରିଥିଲେ।