Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁନାସୁତା ଦେବୀ ଙ୍କ ପୁଣ୍ୟ ସ୍ମୃତି ରେ ବୃଦ୍ଧବୃଦ୍ଧା ଙ୍କୁ ଶୀତ ବସ୍ତ୍ର ବଣ୍ଟନ।

କଳାହାଣ୍ଡି:୨୬/୧୧
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ଗ୍ରାମ ର ବଂଶୀଧର ଦାସ‌ ଓ ସୁଷମା ମଞ୍ଜରୀ ଦାସ ତାଙ୍କ ସ୍ୱର୍ଗୀୟା ମାଁ ସୁନାସୁତା ଦାସ ଙ୍କ ପୁଣ୍ୟ ସ୍ମୃତି ରେ ମଙ୍ଗଳବାର ଗରୀବ ଅଞ୍ଚଳ ର ଗରିବ ଶ୍ରେଣୀ ର ବୃଦ୍ଧ ବୃଦ୍ଧା ମାନଙ୍କୁ ଶୀତ ଦାଉ ରକ୍ଷା ନିମିତ୍ତ କମ୍ବଳ ବଣ୍ଟନ କରାଯାଇଛି। ଏହି ସେବା କାର୍ଯ୍ୟକ୍ରମ ରେ ସଭାପତି କିଶୋର ଚନ୍ଦ୍ର ଦାସ,ମୁଖ୍ୟଅତିଥି ଅଶୋକ କୁମାର ଦାସ ଓ ମୁଖ୍ୟବକ୍ତା ପଙ୍କଜ ମୁଖ ଚୌଧୁରୀ ଓ ସମ୍ମାନୀୟ ଅତିଥି ଗଗନ ବିହାରୀ ଦାସଙ୍କ ସହିତ ପ୍ରହଲ୍ଲାଦ ଦାସ,ମଣ୍ଟ ଦାସ ସୁଶ୍ରୀ ତରୁଳତା ଦାସ ଓ ମମତା ଦାସ ଉପସ୍ଥିତ ରହି ସହଯୋଗ କରିଥିଲେ l