Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୁଗାନ୍ତାର କିଡଜ ସ୍କୁଲ ର ବାର୍ଷିକ ଉତ୍ସବ ପାଳନ।

ରେଙ୍ଗାଲି ଯୁଗାନ୍ତାର କିଡଜ (ପ୍ଲେ) ସ୍କୁଲ ର ବାର୍ଷିକ ଉତ୍ସବ ପାଳନ କରାଯାଇଥିଲା। ଛୋଟ ଛୋଟ ଛୁଆ ମାନଙ୍କୁ ଖେଳ କୁଦ, ନାଚ ଗୀତ ମାଧ୍ୟମ ରେ ପାଠ ପଢ଼ା ପ୍ରୟାସ କୁ ଅତିଥି ମାନେ ପ୍ରଶଂସା କରିବା ସହ ଉପଯୁକ୍ତ ପଦକ୍ଷେପ ବୋଲି କହିଥିଲେ। ମହେନ୍ଦ୍ର ପୁରୋହିତ ଏକ୍ସ ଆର୍ମି, ବ୍ୟୁମକେସ ପୁରୋହିତ ଇଂରାଜୀ ଅଧ୍ୟାପକ, ଜୟ କୃଷ୍ଣ ପଣ୍ଡା ସ୍କୁଲ ନିର୍ଦ୍ଦେଶକ, ସୁବାସ ଚନ୍ଦ୍ର ମିଶ୍ର ସ୍କୁଲ ଅଧ୍ୟକ୍ଷ, ଦୁଃଖିଶ୍ୟାମ ସୁନାନୀ ଏମ. ଏ . ଇଂଲିଶ, ସ୍କୁଲ ଅଧ୍ୟାପିକା ମିନର୍ଭା ମିଶ୍ର, ସ୍କୁଲ ସଂଯୋଜକ ଅପରାଜିତା ମିଶ୍ର ପ୍ରମୁଖ ଅତିଥି ଭାବରେ ଯୋଗଦାନ କରିଥିଲେ। ସ୍କୁଲ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ମାନେ ସହଜୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ