Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଗୁଲାମଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବାଲିଜଂଘା ଚମ୍ପିୟାନ।

ରେଙ୍ଗାଲି ବ୍ଲକ ଗୁଲାମାଲ ଠାରେ 5ଦିନିଆ ଗୁଲାମାଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା। ଫାଇନାଲ ମ୍ୟାଚ ବାଳିଜଂଘା ଓ ରେଙ୍ଗାଲି ପୁରୁଣା ବସ୍ତି ଦଳ ଭିତରେ ହୋଇଥିଲା। ବାଲିଜଂଘା ଦଳ ଚମ୍ପିୟାନ ହୋଇଥିଲା, ବିଜୟୀ ବାଲିଜଂଘା ଦଳ କୁ 19000 ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା, ଓ ପରାଜିତ ଦଳ କୁ 13000 ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା। ବିଧାୟକ ସୁଦର୍ଶନ ହରିପାଲ ମୁଖ୍ୟ ଅତିଥି, ମହେନ୍ଦ୍ର ଓରାମ, ଜତିନ୍ଦ୍ର ପ୍ରଧାନ, ନାରାୟଣ ଶର୍ମା, ଆକାଶ ପଣ୍ଡା ପ୍ରମୁଖ ଅତିଥି ଭାବରେ ଯୋଗଦାନ କରିଥିଲେ। ପ୍ରଜ୍ଞାନ ପୋଢ଼, ଗୋପାଳ ବେହେରା, ସୋମନାଥ ବେହେରା ଙ୍କ ସହ ଗୁଲାମାଲ କ୍ରିକେଟ କ୍ଲବ ର ସମସ୍ତ ସଭ୍ୟ ମାନେ ଉପସ୍ଥିତ ଥିଲେ।