Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲିଙ୍ଗରାଜ ମନ୍ଦିରରେ ୪୦ ପ୍ଳାଟୁନ ଫୋର୍ସ ମୁତୟନ ହେବେ

ଭୁବନେଶ୍ୱର: ଆସୁଛି ଶିବରାତ୍ରି। ଏହି ପରିପ୍ରେକ୍ଷୀରେ ଲିଙ୍ଗରାଜ ମନ୍ଦିରର ସୁରକ୍ଷାକୁ ନଜରରେ ରଖି ୪୦ପ୍ଳାଟୁନ ଫୋର୍ସ ମୁତୟନ ହେବେ। ଆସନ୍ତା ୨୬ରେ ହେବାକୁ ଥିବା ମହାଶିବରାତ୍ରିରେ ଲିଙ୍ଗରାଜଙ୍କ ଠାରେ ମହାଦୀପ ରାତି ୧୦ଟାରେ ଉଠିବ। ଏନେଇ ଆଇନ, ପୂର୍ତ୍ତ ଏବଂ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅଗ୍ନିଶମ ସେବା, ଜରୁରୀ ସ୍ୱାସ୍ଥ୍ୟ ସେବା ଆଦି ବିଭିନ୍ନ ଅତ୍ୟାବଶ୍ୟକ ସେବା ଉପରେ ମଧ୍ଯ ଗୁରୁତ୍ବାରୋପ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ