Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସିଲିଣ୍ଡର ଦର ବୃଦ୍ଧି ଓ ନାରୀ ନିର୍ଯାତନା ବିରୁଦ୍ଧରେ ରେଙ୍ଗାଲି କଂଗ୍ରେସ ପକ୍ଷର ପ୍ରତିବାଦ ଓ ମଶାଲ ଶୋଭାଯାତ୍ରା।

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ କଂଗ୍ରେସ ପକ୍ଷରୁ ସିଲିଣ୍ଡର ଦର ବୃଦ୍ଧି ଓ ନାରୀ ନିର୍ଯାତନା ବିରୁଦ୍ଧରେ ପ୍ରତିବାଦ ଓ ମଶାଲ ଶୋଭାଯାତ୍ରା କରାଯାଇଥିଲା। ରେଙ୍ଗାଲି ବ୍ଲକ କଂଗ୍ରେସ ସଭାପତି ଚତୁର୍ଭୁଜ ଝାଙ୍କର ଙ୍କ ନେତୃତ୍ୱ ରେ ଏକ ମଶାଲ ଶୋଭାଯାତ୍ରା ରେଙ୍ଗାଲି ବାବା ବନ୍ଧ ଶିବ ମନ୍ଦିର ରୁ ବାହାରି ରେଙ୍ଗାଲି ସହର ପରିକ୍ରମା କରିଥିଲେ। ଏହି ମଶାଲ ଶୋଭାଯାତ୍ରା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଛି ଛି, ପ୍ରଧାମନ୍ତ୍ରୀ ଇସ୍ତପା ଦିଅନ୍ତୁ ବୋଲି କଂଗ୍ରେସ ନେତା ମାନେ ନାରା ଦେଇଥିଲେ । ଏହି ଅବସରରେ ଚତୁର୍ଭୁଜ ଝାଙ୍କର, ଦିଲ୍ଲୀପ ଦୁରିଆ, ପର୍ଯ୍ୟବେକ୍ଷକ ଶିବବ୍ରତ ପ୍ରଧାନ, କଂଗ୍ରେସ ଏସ ସି ସେଲ ସଭାପତି ସୋମନାଥ ବେହେରା (ଫିରୁ) ସୁବଳ ସିଂ, ଶାଗର ଭୋଇ, ଅନିଲ ବେହେରା, ଜଗନ୍ନାଥ ମେହେର, ରମେଶ ଷଣ୍ଢ, ପରକ୍ଷିତ ସାହୁ ଙ୍କ ସହ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ