Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଶ୍ଚିମ ବଙ୍ଗ ର ମୁର୍ଶୀଦାବାଦ ରେ ହିନ୍ଦୁ ସମାଜ ପ୍ରତି ହେଉଥିବା ଅତ୍ୟାଚାର ବିରୁଦ୍ଧ ରେ, ପ୍ରତିବାଦ ଓ ହିନ୍ଦୁ ସୁରକ୍ଷା ଏବଂ ରାଷ୍ଟ୍ରପତି ଶାସନ ପାଇଁ ରାଷ୍ଟ୍ରପତି ଙ୍କ ଉଦ୍ଧେଶ୍ୟ ରେ ଦାବିପତ୍ର।

ବିଶ୍ୱ ହିନ୍ଦୁ ପରିଷଦ ରେଙ୍ଗାଲି ପକ୍ଷ ରୁ ପଶ୍ଚିମ ବଙ୍ଗ ର ମୁର୍ଶୀଦାବାଦ ରେ ହିନ୍ଦୁ ସମାଜ ପ୍ରତି ହେଉଥିବା ଅତ୍ୟାଚାର ବିରୁଦ୍ଧ ରେ, ପ୍ରତିବାଦ ଓ ହିନ୍ଦୁ ସୁରକ୍ଷା, ଏବଂ ବଂଗାଲ ରେ ରାଷ୍ଟ୍ରପତି ଶାସନ ପାଇଁ ରାଷ୍ଟ୍ରପତି ଙ୍କ ଉଦ୍ଧେଶ୍ୟ ରେ ଏକ ସ୍ମାରକପାତ୍ର ତହସିଲଦାର ଙ୍କୁ ପ୍ରଦାନ କରାଯାଇଥିଲା l ଏହି ଅବସରରେ ବିଶ୍ବହିନ୍ଦୁ ପରିଷଦ ରେଙ୍ଗାଲି ପ୍ରଖଣ୍ଡ ସଭାପତି ରସାନନ୍ଦ ସାଥୁଆ, ସମ୍ପାଦକ ଲକ୍ଷ୍ମଣ ଖମାରୀ, କୋଷାଧ୍ୟକ୍ଷ ଚମ୍ପେଶ୍ଵର ଅଗ୍ରୱାଲ, ବିଶ୍ବନାଥ ଅଗ୍ରୱାଲ, ଅନ୍ତର୍ଯାମୀ ପାଣି, ଶ୍ରୀପତି ଷଣ୍ଢ, ପ୍ରଶାନ୍ତ ପଣ୍ଡା, ମୁକେଶ ଅଗ୍ରୱାଲ, ନରେଶ ଶର୍ମା ଙ୍କ ସହ ରେଙ୍ଗାଲି ବିଶ୍ଵହିନ୍ଦୁ ପରସଦ ର ବହୁ ସଦସ୍ୟ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ